Advertisment

Odisha Citizens Award (OCA) 2021

ଓଡ଼ିଶା ସିଟିଜେନସ୍ ଆଓ୍ୱାର୍ଡ ୨୦୨୧ ଏ ପ୍ରୟାସ ଆଜିର ନୁହେଁ ୯ବର୍ଷ ତଳୁ ଆରମ୍ଭ ହୋଇଥିଲା ଓଟିଭିର ଏହି ପ୍ରୟାସ କୃଷି, ଶିକ୍ଷା, କଳା ଓ ସଂସ୍କୃତି, ସମାଜସେବା, ବ୍ୟବସାୟ, ରାଜନୀତି, କ୍ରୀଡ଼ା, ମନୋରଂଜନ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ବ୍ୟକ୍ତିତ୍ୱଙ୍କୁ ଖୋଜିବାହାର କରିବା ଏବଂ ସେମାନଙ୍କୁ ସମ୍ମାନିତ କରିବା ହେଉଛି ଓଡ଼ିଶା ସିଟିଜେନସ୍ ଆଓ୍ୱାର୍ଡର ମୂଳ ଉଦେଶ୍ୟ ।

×
publive-image