Odisha Citizens Award (OCA) 2022

ଓଡ଼ିଶା ଟେଲିଭିଜନ୍ (ଓଟିଭି) ପକ୍ଷରୁ ଚଳିତ ବର୍ଷ ପାଇଁ ପ୍ରଦାନ କରାଯିବ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୨ (OCA-2022)। ପ୍ରମୁଖ ୯ଟି ବର୍ଗରେ ୪ ଜଣ ଲେଖାଏଁ ଫାଇନାଲ୍ ନୋମିନେସନକୁ ଆସିଛନ୍ତି। ଏବେ ଅନଲାଇନ୍ ଭୋଟିଂ ମାଧ୍ୟମରେ ଲୋକଙ୍କଠାରୁ ମତାମତ ନିଆଯାଉଛି। ବିଚାରକ ମଣ୍ଡଳୀଙ୍କ ନିର୍ଣ୍ଣୟ ଏବଂ ଜନତାଙ୍କ ମତାମତକୁ ଆଧାର କରି କୃଷି, କଳା ଓ ସଂସ୍କୃତି, ବାଣିଜ୍ୟ, ଶିକ୍ଷା, ମନୋରଞ୍ଜନ, ସ୍ୱାସ୍ଥ୍ୟ, ରାଜନୀତି, ସମାଜସେବା, ଏବଂ କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ଅବଦାନ ରଖୁଥିବା ବ୍ୟକ୍ତି ବିଶେଷଙ୍କୁ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୨ ପ୍ରଦାନ କରାଯିବ। ଦୀର୍ଘ ୧୦ ବର୍ଷ ତଳୁ ଆରମ୍ଭ ହୋଇଥିବା ଓଡ଼ିଶା ସିଟିଜେନ୍ସ ଆୱାର୍ଡ ଭୋଟିଂରେ ଆସନ୍ତୁ ସାମିଲ୍ ହେବା, ଓଡ଼ିଶାକୁ ସମୃଦ୍ଧ ପଥରେ ଆଗେଇ ନେବା...

କୃଷି

କଳା ଓ ସଂସ୍କୃତି

ବାଣିଜ୍ୟ

ଶିକ୍ଷା

ମନୋରଞ୍ଜନ

ସ୍ୱାସ୍ଥ୍ୟ

ରାଜନୀତି

ସମାଜସେବା

କ୍ରୀଡା

scrollToTop